#ଗୋଟେ_ପଟେ_ରାସ୍ତା_ଅନ୍ୟ_ପଟେ_ପାନୀୟ_ଜଳର_ଅବ୍ୟବସ୍ଥା
ପାହାଡିଆ ରାସ୍ତାରେ କିଛି ବାଇକ୍ ଆରୋହୀ ଯାତ୍ରା କରୁଥିବା ବେଳେ କିଛି ଲୋକ ଚାଲି ଚାଲି ଯାଉଛନ୍ତି । ରାସ୍ତାର ଅବସ୍ଥା ଏମିତି ଯେ ଚାଲି ଚାଲି ଯିବା ବି ମୁଷ୍କିଲ୍ । ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ୍ ରାମଗିରି ଠାରୁ ବଡ଼ଗାଁକୁ ସଂଯୋଗ କରୁଥିବା ୧୨ କିମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଦୃଶ୍ୟ ।
#ArgusNews #WaterProblem #RoadProblem #OdishaGovt #Gajapati #Odisha