#ପ୍ରକଲ୍ପ_ଅଛେ_ହେଲେ_ପାଏନ୍_ନାଇନ
ପାଏନ୍ ଲାଗିର୍ ଡହଲବିକଲ୍ ହେଲେନ ଗାଁ ଲୁକେ । ପ୍ରକଲ୍ପ ଅଛେ ହେଲେ ପାଏନ୍ ନାଇ ଆଉଛେ । 10 ବଛର୍ ହେଲା ପାଏନ୍ ଟାଙ୍କି ସୁଖା ପଡ଼ିଛେ, ପମ୍ପ ହାଉସନେ ତାଲା ଝୁଲୁଛେ । ଆଏଜ୍ ତକ୍ ପାଏନ୍ ବୁନ୍ଦେକ ନାଇ ପାଇପାରି ଗାଁ ଲୁକେ । ଇନେ ପ୍ରଶ୍ନ ଉଠୁଛେ, କେନ୍ କାମ୍କେ ସରକାରକଁର୍ ବସୁଧା ଯୁଜନା ?
#ArgusNews #WaterProblem #watertanker #OdishaGovt #BasudhaYojana #Scam #Odisha #Boudh