#ମୋଟା_ଅଙ୍କର_ପିସି_କାରବାର
ଦୂର୍ଗମରେ ଲୁଟ ହେଉଛି ସରକାରୀ ଟଙ୍କା । ଗ୍ରାଉଣ୍ଡକୁ ଯାଉନାହାନ୍ତି ଅଧିକାରୀ । ନିମ୍ନମାନର କାମ କରୁଛନ୍ତି ଠିକାଦାର । ପିସି କାରବାରର ଅଭିଯୋଗ ଆଣିଲେ ବଲାଙ୍ଗିର ଜିଲ୍ଲା ସୀମାନ୍ତ ଗାଁ ଲୋକେ । ଗ୍ରାଉଣ୍ଡରେ ସ୍ଥିତି ପରଖିଲା ଟିମ୍ ଅର୍ଗସ ।
#Watertank #contraction #supply #villagers #Balangir #moneyloot #OdishaGovt #Odisha #ArgusNews