ପୁରୀ ବେଳା ଭୂମି ପରିସ୍କାର କରିଛନ୍ତି ଆମେ ଓଡ଼ିଆ ସଂଗଠନ । ରଥ ଯାତ୍ରାପାଇଁ ପୁରୀକୁ ଲକ୍ଷାଦିକ ଭକ୍ତ ଆସୁଥିବା ହେତୁ ସହରରେ ସ୍ୱଚ୍ଛତା ରଖିବା ଲାଗି ସଂଗଠନ ପକ୍ଷରୁ ସଫେଇ କାର୍ଯ୍ୟ କରାଯାଇଛି ।
#Odisha #ArgusNews #Puri #seabeach #clean #cleaners