ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ବି ଅସହ୍ୟ ତାତି। ଡହଡହ ଖରାରେ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜୀବନ ଯାତ୍ରା। ଝାରସୁଗୁଡା ସବୁଠୁ ଉତ୍ତପ୍ତ । 40.8 ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର।
#WeatherNews #temperature #heatwave #40degrees #ArgusNews