#ନିଅଣ୍ଟିଆ_ବର୍ଷାର_ଭରଣା_କରିବ_ଲଘୁଚାପ !
ଅଗଷ୍ଟ ମାସରେ ରାଜ୍ୟରେ ବର୍ଷାର ପରିମାଣ କମିବା ସାଙ୍ଗକୁ ଦେଖାଦେଇଛି ମରୁଡି ପରିସ୍ଥିତି। ଏହାରି ମଧ୍ୟରେ ଚଳିତ ମାସର ଆରମ୍ଭରୁ ଲଗାତାର 2ଟି ଲଘୁଚାପ ଆସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ
#Weather #Climate #Lowpressure #Rain #Drought #IMD #Odisha #ArgusNews