୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣି ବଢିବ ବର୍ଷାର ବିସ୍ତୃତି। ୪ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗଞ୍ଜାମ,ଗଜପତି,ପୁରୀ ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଏଥିସହ ପୂଜା ବଜାର ଭିଜିବା ଆଶଙ୍କା ଦେଖାଦେଇଛି।
#OdishaWeather #rain #WeatherUpdate #YellowWarning #Odisha #ArgusNews