ଆସନ୍ତା ୫ରୁ ବଢିବ ବର୍ଷା। ପ୍ରଥମ ସପ୍ତାହ ଶେଷ ବେଳକୁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହାପରେ ୯ ରୁ ୧୩ ତାରିଖ ମଧ୍ୟରେ ଆଉ ଏକ ଲଘୁଚପ କ୍ଷେତ୍ର ସମ୍ଭାବନା ରହିଛି ବଙ୍ଗୋପସାଗରରେ। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ।
#Odisha #WeatherUpdate #rain #ArgusNews