#ବର୍ଷାରେ_ଭିଜିବ_ରଙ୍ଗର_ପର୍ବ_ହୋଲି
ଆଜିଠୁ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ପୂର୍ବାନୁମା । ଦିନର ତାପମାତ୍ରାରେ ହ୍ରାସ ନେଇ ପାଣିପାଗ ବିଭାଗର ଆକଳନ ।
#ArgusNews #Holi #rain #WeatherUpdate #weatherforecast #Odisha