ଆସନ୍ତା ୨୧ ତାରିଖରୁ ତାପମାତ୍ରା ବଢିବ । ଦିନର ତାପମାତ୍ରା ଆହୁରୀ ୪ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଗରମ ଅନୁଭୁତ ହେବ । ବାତ୍ୟା ଅସାମୀ ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ତଳମୁହାଁ ଥିଲା
#weatherupdate #heatwave #temperature #ArgusNews #Odisha