ଦୁର୍ବଳ ହୋଇଛି ବାତ୍ୟା ମାଣ୍ଡସ। ଆଉ ୨ ଦିନ ପରେ ରାଜ୍ୟରେ ପୁଣି ବଢ଼ିବ ଶୀତ । ମାଣ୍ଡୋସ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳ ମେଘାଚ୍ଛନ୍ନ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଥିଲା । ଯାହା ଫଳରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିଲା । ଏବେ କିନ୍ତୁ ବାତ୍ୟା ଦୁର୍ବଳ ହୋଇଥିବାରୁ ପୁଣି ବଢ଼ିବ ଶୀତର ପ୍ରକୋପ । ଆସନ୍ତା ୨ ଦିନ ମଧ୍ୟରେ ପାରଦ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
#ArgusNews #weather #Winter #CycloneMandous #Temperature #Odisha