#ଆହୁରି_୫ଦିନ_ବର୍ଷିବ !
ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ । ୧୩ ଓ ୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୫ ତାରିଖ ବେଳକୁ ସାମାନ୍ୟ ବର୍ଷା କମିପାରେ l ସକ୍ରିୟ ମୌସୁମୀ ତଥା ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟକାରେ ଥିବା ଘୂର୍ଣ୍ଣି ପ୍ରଭାବରେ ଗତ ୨୪ ଘଣ୍ଟାରେ ଯାଜପୁରରେ ସର୍ବାଧିକ ତଥା ଅତି-ପ୍ରବଳ ବର୍ଷା ରେକର୍ଡ ହୋଇଛି ।
#WeatherNews #HeavyRains #WeatherUpdate #Odisha #ArgusNews