#ମାଘ_ମାସରେ_ବୈଶାଖର_ଅନୁଭୂତି
ଜାନୁଆରୀ ସରିନି କଲବଲ କଲାଣି ଅସହ୍ୟ ତାତି । ଦେଶର ସବୁଠୁ ଉତ୍ତପ୍ତ ସହର ହେବ କି ଭୁବନେଶ୍ବର ? । ୩୩ ଡିଗ୍ରୀ ଉପରେ ରାଜ୍ୟର ଅନେକ ସହରର ତାପମାତ୍ରା ରେକର୍ଡ ହୋଇଛି । ବିଶେଷଜ୍ଞ ଆକଳନ କରିଛନ୍ତି, ଚଳିତ ବର୍ଷ ମାର୍ଚ୍ଚ ବେଳକୁ ତାପମାତ୍ରା ୫୦ ଡିଗ୍ରୀ ଛୁଇଁପାରେ ।
#ArgusNews #WeatherUpdate #summerseason #Bhubaneswar #tempreture #record #Odisha