ନା ଥିଲା ବାଣ ରୋଷଣୀ,ନା ଥିଲା ବାହା ବେଦୀ ।କେବଳ ଦୁଇଟି ଫୁଲମାଳ ରେ ଅନୁଷ୍ଠିତ ହେଲା ଆଦର୍ଶ ବିବାହ ଆଉ ଏହାର ସାକ୍ଷୀ ରହିଲେ ଖୋଦ ଥାନା ଅଧିକାରୀ ।ଏପରି ଏକ ବିବାହ ଦେଖିବାକୁ ମିଳିଛି ବରଗଡ଼ ସଦର ଥାନା ପରିସରରେ।
#Bargarh #marriage #policestation #unique #Odisha #ArgusNews