#ନବଙ୍କ_ଦେହାନ୍ତ_ପରେ_ବିଜେଡିକୁ_ପଶ୍ଚିମ_ଓଡିଶା_ଚିନ୍ତା
୨୪ ଗ୍ରାଣ୍ଡ ଫିନାଲେ ପୂର୍ବରୁ ବିଜେଡିକୁ ଘାରିଛି ପଶ୍ଟିମ ଓଡ଼ିଶା ଚିନ୍ତା। ପାୱାରଫୁଲ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ତିଆରି କରିଛି ବଡ଼ ନେତୃତ୍ବ ସଂକଟ । ୩୫ଟି ବିଧାନସଭା ଏବଂ ୫ ଲୋକସଭା କ୍ଷେତ୍ର ଉପରେ ସଭିଙ୍କ ଆଖି ।
#ArgusNews #NabaDas #BJD #BJP #Congress #WesternOdisha #Odisha