#ମାରିଦେଇ_ଚାପିଦେବାର_ବଡ଼_ଷଡଯନ୍ତ୍ର_କି
#କେମିତି_ହେଲା_ଗାଙ୍ଗପୁର_ଆଇଆଇସି_ଗମାଙ୍ଗ_ମୃତ୍ୟୁ
#ଗନ୍_ଗାଙ୍ଗପୁର_ଗମାଙ୍ଗ_ପଛର_ରହସ୍ୟ_କଣ
କେମିତି ଗୁଳି ଫୁଟିଲା ତାର ତଦନ୍ତ ଦାବି କଲେ ମୃତକଙ୍କ ପତ୍ନୀ । ଘଟଣାକୁ ନେଇ ବଢିବାରେ ଲାଗିଛି ସସପେନ୍ସ। ସିଭିଲ୍ ଡ୍ରେସରେ ଥିଲେ ଦେବ କୁମାର, କେମିତି ଆସିଲା ରିଭଲବର, କେମିତି ଫୁଟିଲା ଗୁଳି, କିଏ ଫୁଟାଇଲା ଗୁଳି, ଦେବ କୁମାର ନା ଆଉ କିଏ , ଗୁଳି ପଛର ରହସ୍ୟ କଣ. ଇଏ ଆତ୍ମହତ୍ୟା-ଦୁର୍ଘଟଣା ନା ପ୍ରିପ୍ଲାନଡ ମର୍ଡର, ପୁରା ଘଟଣାର ତଦନ୍ତ ଦାବି କରିଚନ୍ତି ଦେବ କୁମାରଙ୍କ ବିଧବା ପତ୍ନୀ ।
#DevKumar #gangapur #MurderCase #Saspens #wife #Odisha #ArgusNews