ଯିଏ ଯାହା କହୁଛି କହୁ- I DONT CARE । ମୋର ଇଚ୍ଛା ଥିଲା ମୁଁ ବିଜନେସ କରିବି ନିଜ ଗୋଡ଼ରେ ନିଜେ ଛିଡା ହେବି ସବୁଠୁ ବଡ଼ ଚାକିରି ପାଇଁ ପଢିବି । ଦର୍ଶକ ବନ୍ଧୁ ଆମେ କହୁଛୁ ଜଣେ କଲେଜ ପଢୁଆ 17 ବର୍ଷୀୟ ଝିଅ ଶୁଭଲକ୍ଷ୍ମି ପରିଡ଼ାଙ୍କ କଥା ।
#ArgusNews #Tea #Girl #FamilyProblem #Dhenkanal #Odisha