#ସାବଧାନ!
#ୱାଟସ୍ଆପ୍_ଚଲାଉଥିଲେ_ସତର୍କ_ହୋଇଯାଆନ୍ତୁ
ହଠାତ୍ ଅଜଣା ନମ୍ଵରରୁ ଆସିପାରେ ଭିଡିଓ କଲ। କଲ ରିଲିଭ କରିବାର କିଛିସମୟ ମଧ୍ୟରେ ଆପଣଙ୍କ ପାଖକୁ ଆସିପାରେ ଏକ ଅଶ୍ଲିଳ ଭିଡିଓ ଓ ଏହାକୁ ଭାଇରାଲ କରିବାର ଧମକଦେଇ ଆପଣଙ୍କ ପାଖରୁ ଲୁଟାଯାଇପାରେ ମୋଟା ଅଙ୍କର ଟଙ୍କା ।
#puri #bramhagiri #WhatsApp #WhatsApp_Call #whatsappfraud #Fakegirl #videocall #scams #Odisha #ArgusNews