ବର୍ଷା ଦିନ ଆସିଗଲେ ଆସିକା ସହର ବାସୀଙ୍କ ମନରେ ଛନକା ପଶେ
ଏହି ସହରବାସୀ ପ୍ରାୟ ସାତରୁ ଉର୍ଦ୍ଧ ବନ୍ୟା ବିଭୀଷିକାକୁ ଅଙ୍ଗେ ନିଭେଇଛନ୍ତି । ଧନ, ଜନ ସହ ଲୋକଙ୍କ ପ୍ରଭୁତ କ୍ଷତି ହେଉଛି ଯାହାକି ବର୍ଣ୍ଣନା କରିବା ମୁସ୍କିଲ । ତଥାପି ବନ୍ୟା ଦାଉରୁ ସହରବାସୀଙ୍କ ପାଇଁ ଅଦ୍ୟାବଧି ସ୍ଥାୟୀ ପ୍ରତିକାର ହୋଇନି । ସ୍ଥାଣୁ ପାଲଟିଛି ପ୍ରଶାସନ ।
#Brahmapur #RushikulyaRiver #Asika #Odisha #ArgusNews