#କେବେ_ହେବା_ସୋନଗଡ଼_ନଦୀ_ଉପରେ_ବ୍ୟାରେଜ୍ ?
#୨୦_ବଛର୍_ହେଲା_ଦାବି_କରୁଛନ୍_ବଲାଙ୍ଗିରର୍_ଲୋକ୍
ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକରେ ଚାଷଜମିକୁ ଜଳସେଚନ ପାଇଁ ସୋନଗଡ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ୨୦ ବର୍ଷହେଲା ଦାବୀ ହୋଇଆସୁଛି । ଏହି ପ୍ରକଳ୍ପ ପାଇଁ ଡିପିଆର ଓ ଟିଏସି ମଧ୍ୟ କ୍ଲିୟର ହୋଇସାରିଛି। ତଥାପି ହୋଇପାରୁନି ସୋନଗଡ ବ୍ୟାରେଜ ।
#Balangir #Barriage #Odisha #ArgusNews