#ଦାରୁଠେଙ୍ଗ_ଡର୍ମ୍ପିୟାର୍ଡର_ସମସ୍ୟାର_କେବେ_ହେବ_ସମାଧାନ ?
ଆଲୋଚନା ପରେ ଆଲୋଚନା , ବୈଠକ ପରେ ବୈଠକ ହେଲେ ଫିଟୁ ନାହିଁ ବାଟ । କେବେ ଘଟିବ ଏହାର ଅନ୍ତ ଉତ୍ତର ନାହିଁ କାହା ପାଖରେ । ଭୁବନେଶ୍ବର ଦାରୁଠେଙ୍ଗ ଡମ୍ପିଙ୍ଗ ବିବାଦର ହୋଇପାରୁନାହିଁ ସମାଧାନ। ଗୋଟିଏ ମାସରେ ଦୁଇ ଦୁଇ ଥର ବୈଠକ ବସିଲେ ବି ଆରମ୍ଭ ହୋଇ ପାରୁ ନାହିଁ କାମ ।
#BMC #garbage #OdishaGovt #Odisha #meeting #Bhubaneswar #ArgusNews