#କେବେ_ସୁଧୁରିବ_ମଣ୍ଡି_ଅବ୍ୟବସ୍ଥା ?
ଖରିଫ ଯାଇ ରବି ଆସିଲା ହେଲେ ସୁଧୁରିଲାନି ମଣ୍ଡି ଅବ୍ୟବସ୍ଥା । ଭିତ୍ତିଭୂମି ସଜାଡିବାକୁ ଆରଏମସିରେ ପଡିରହିଛି କୋଟି କୋଟି ଟଙ୍କା ହେଲେ ନା ଏ ଟଙ୍କା ଖର୍ଚ୍ଚ ହେଉଛି ନା ବଦଳୁଛି ମାର୍କେଟ ୟାର୍ଡର ଚିତ୍ର । କେଉଁ ମଣ୍ଡିରେ ପିଇବା ପାଣି ନାହିଁ ତ କେଉଁଠି ଇଣ୍ଟରନେଟ ସମସ୍ୟା । କେଉଁଠି ବସିବାକୁ ଜାଗା ନାହିଁ ତ କେଉଁଠି ଶୌଚାଳୟ ନାହିଁ ।
#MandiIssue #Farmers #Odisha #ArgusNews