ଗଞ୍ଜାମରେ ଏୟାରପୋର୍ଟ କରିବାକୁ କାହିଁକି ସରକାରଙ୍କ ଅବହେଳା ? ରାଜ୍ୟର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ କାହିଁକି ଏୟାରପୋର୍ଟ ହୋଇପାରୁନାହିଁ ? କି କେନ୍ଦ୍ର ସରକାରଙ୍କ ଅନୁମତି ପରେ ରାଜ୍ୟ ସରକାର ଜମି ଅଧିଗ୍ରହଣରେ କାହିଁକି ଅବହେଳା ପ୍ରଦର୍ଶନ କରୁଛନ୍ତି ?
#ArgusNews #Airport #OdishaGovt #Ganjam #Odisha