#କୁଆଡେ_ଗଲା_ଦେଓମାଳୀ ?
#ଅର୍ଗସର_ଖବର_ବାଜିଲା_ଗୃହରେ_ପ୍ରସଙ୍ଗ_ଉଠିଲା
କୁଆଡେ ଗଲା ଦେଓମାଳି? ପର୍ଯ୍ୟଟନ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପରେ ଗୃହରେ ଉଠିଲା ପ୍ରସଙ୍ଗ। ପର୍ଯ୍ୟଟନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ। ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି
#Deomali #TourisimMinister #Assenbly #Odisha #ArgusNews