#ନିଖୋଜ_ନା_ଅପହରଣ
#କୁଆଡେ_ଗଲେ_ଗଂଜାମ_GRS_ସ୍ବାଗତ_ପଣ୍ଡା
7 ଦିନ ବିତିଲାଣି ,କିନ୍ତୁ ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ଷୋଳଘର ଏବଂ ସୁନାଥର ପଞ୍ଚାୟତ GRS ସ୍ୱାଗତ ପଣ୍ଡାଙ୍କ ମିଳୁନି ପତା। ଏସବୁ ପ୍ରଶ୍ନ ଭିତରେ ସନ୍ଦେହ ଘେରକୁ ଆସିଥିବା ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା ପ୍ରତିକ୍ରିୟା ଦେଇଛନ୍ତି।
#Ganjam #GRSMissing #BDO #Odisha #ArgusNews