#କୁଆଡେ_ଗଲେ_ଏତେ_ପିଲା ?
#ଗତ_୫_ବର୍ଷରେ_୩୦_ଶିଶୁଙ୍କ_ପତ୍ତା_ନାହିଁ
ବାଲେଶ୍ବର ବାଳାଶ୍ରମରୁ କୁଆଡେ ଗଲେ ପିଲା ? ଗୋଟିଏ ବର୍ଷରେ ଆଶ୍ରମରୁ 20 ଶିଶୁ ଗାଏବ। ରାଜ୍ୟରେ ବି ଶିଶୁ ନିଖୋଜର ଉଦବେଗଜନକ ସ୍ଥିତି। ବିଧାନସଭାରେ ସରକାର ମାନିଛନ୍ତି ରାଜ୍ୟରେ ନିଖୋଜ ଅଛନ୍ତି ୧୭୦୦ ଶିଶୁ
#childmissing #Balasore #Odisha #ArgusNews