#ହୀରାକୁଦ_ପାଣି_ଛାଡିଲା
#କେମିତି_ସଂରକ୍ଷିତ_ହେବ_ପାଣି ?
ହୀରାକୁଦ ପାଣି ଛାଡିଲା। ଏହାପରେ ସମୁଦ୍ରକୁ ବୋହିଯିବ ପାଣି। ବଡ ପ୍ରଶ୍ନ, କୁଆଡେ ଗଲା ୭ ବ୍ୟାରେଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରତିଶ୍ରୁତି ? ଛତିଶଗଡ଼କୁ ଦୋଷ ଦେଇ ସରକାର ଚୁପ
#Sambalpur #Hirakud #waterstored #Odisha #ArgusNews