#ଧଳା_ହୀରା_ଲୁଟର_କଳା_କାହାଣୀ
ବୁଢାବଳଙ୍ଗ ନଦୀଗର୍ଭକୁ ଖୋଳି ରାଜ୍ୟ ବାହାରକୁ ଚାଲାଣ କଲେ ହଜାର ହଜାର ଟ୍ରିପ୍ ବାଲି । ସବୁ ନିୟନ କାନୁନ୍ ର ଉଡାଇଲେ ଧଜିଆ । ଆଉ ଏହାକୁ ନେଇ ଏନଜିଟିରେ ଅଭିଯୋଗ ପରେ ଏବେ ରାଜ୍ୟ ସରକାରଙ୍କୁ ବାଜିଛି ଏନଜିଟିର ଛାଟ । ବେଆଇନ୍ ଭାବେ ବର୍ଷ ବର୍ଷ ଧରି ମେସିନ ସାହାଯ୍ୟରେ ହେଉଛି ବାଲି ଲୁଟ୍ ।
#whitestone #Mayurbhanj #budhabalanga #sandloot #Odisha #ArgusNews