#ସମ୍ବେଦନହୀନ_କମିଶନରେଟ୍_ପୋଲିସ
#ନ୍ୟାୟ_ପାଇଁ_ଲଢୁଥିବା_ମାକୁ_ଘୋଷାଡା_ନେଲେ
ଗୋଟେ ମାର ସ୍ବରକୁ ଚାପିଦେବା ପାଇଁ, ନ୍ୟାୟର ଲଡେଇରୁ ତାକୁ ହଟାଇ ଦେବା ପାଇଁ ଇଏ ହେଉଛି ବର୍ଦ୍ଦି ବାଲା ଗୁଣ୍ଡାଙ୍କ ବହପ। ଏ ଦୃଶ୍ୟ ହେଉଛି ବିଜେବି କଲେଜ ସାମ୍ନାର। ବିଜେବି କଲେଜର ମେଧାବୀ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ରାଗିଂ ଓ ଆତ୍ମହତ୍ୟା ମାମଲାରେ 10 ଦିନ ପରେ ପୋଲିସର ହାତ ଖାଲି।
#bhubneshwar #BJBCollege #ragging #Police #Protest #Odisha #ArgusNews