#କିଏ_ଗରିବର_ନିଜର_ଆଉ_କିଏ_ପର
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଜୋର ଧରିଲା ରାଜନୀତି । ଗରିବଙ୍କୁ ରାଜ୍ୟ 5 କେ.ଜି ଚାଉଳ ଦେବାକୁ ଘୋଷଣା କରିଥିବାରୁ କେନ୍ଦ୍ରର 10 କେଜି ବାଦ ହିତାଧିକାରୀଙ୍କୁ ଆଉ 5 କେଜି ଚାଉଳ କେବେଠାରୁ ଦେବ ବୋଲି ବୋଲି ସ୍ଫଷ୍ଟିକରଣ ମାଗିଛି ବିଜେପି ।
#PMModiji #AnnaYojana #rice #BJP #ArgusNews