#କିଏ_ସେ_ଧଳାହୀରାର_ସୌଦାଗର ?
#କାହା_ଛତ୍ରଛାୟା_ତଳେ_ଲୁଟ୍_ହେଉଛି_ଧଳାହୀରା ?
ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ । ସାରା ରାଜ୍ୟରେ ମହାମାରୀରେ ପରିଣତ ହୋଇଛି ଲୁଟ । ରାଜସ୍ୱ ଲୁଟି ଟିଙ୍କ ପାଲଟିଛନ୍ତି ମାଫିଆ । ଆଉ ମାଫିଆ ମାନଙ୍କୁ ବଳ ଯୋଗାଉଛନ୍ତି ଖୋଦ୍ ରାଜସ୍ୱ ବିଭାଗର କର୍ମଚାରୀ ଆଉ ରାଜନେତା
#SandLoot #revenuedepartment #Odisha #ArgusNews