#ଗୋବିନ୍ଦ_ସାହୁ_ହତ୍ୟା_ପଛର_ଷଡ଼ଯନ୍ତ୍ରକାରୀ_କିଏ ?
#ସତ_ଧରାପଡିଯିବା_ଭୟରେ_ଗୋବିନ୍ଦଙ୍କୁ_ରାସ୍ତାରୁ_ହଟାଇ_ଦେଲେ_କି ?
କୋର୍ଟରେ ପୋଲ ଖୋଲିଦେବେ ବୋଲି ମାରିଦେଲେ କି ଗୋବିନ୍ଦ ସାହୁଙ୍କୁ । ଗୋବିନ୍ଦ ସାହୁଙ୍କ ଓକିଲ ଦେଇଛନ୍ତି ବଡ଼ ବୟାନ। କହିଛନ୍ତି ତାଙ୍କୁ ଗୋବିନ୍ଦ ସାହୁ କଲ କରିଥିଲେ। ବେଲ ସମ୍ଭାବନା ଅଧିକ ବୋଲି ସେ ଗୋବିନ୍ଦଙ୍କୁ କହିଥିଲେ। ପରେ ଗୋବିନ୍ଦ କହିଲେ ବେଲ ହେବା ପରେ ସତ୍ୟକୁ ସାମ୍ନାକୁ ଆଣିବି
#ArgusNews #MamitaMeherCase #GovindSahu #Controversy #Balangir #Odisha