ରାଜ୍ୟରେ ସାର କଳାବଜାରୀ ପଛରେ କିଏ ମାଷ୍ଟରମାଇଣ୍ଡ ?
କାହିଁକି ଚାଷୀଙ୍କୁ ଯୋଗାଯାଉନି ଆବଶ୍ୟକ ମୁତାବକ ସାର ?
ସାର ଯୋଗାଣ ଓ କଳାବଜାରୀ ନେଇ ବିଧାନସଭାରେ ଉଦବେଗ । ଘେରିଲେ ବିରୋଧୀ, କହିଲେ, କଳାବଜାରୀ ରୋକିବା ଦିଗରେ କାହିଁକି ପଦକ୍ଷେପ ନେଉନାହାନ୍ତି ସରକାର
#Fertiliser #blackmarket #Assembly #OdishaGovt #ArgusNews