#ବାଲିଘାଟ_ପାଇଁ_ଲକ୍ଷ_ଲକ୍ଷ_ଟଙ୍କାର_ଖେଳ
#ବାଲି_ମାଫିଆଙ୍କ_ପିସି_ଖାଇ_କିଏ_ବସିଛି_ଚୂପ୍
ରାଜସ୍ଵମନ୍ତ୍ରୀଙ୍କ ଜିଲ୍ଲାରେ ବାଲି ଚୋରାଚାଳାଣର ସାଂଘାତିକ ଚିତ୍ର । ବଡ଼ସାହି ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ନଦୀର ଆରପଟା ଡିଙ୍ଗିରା ଘାଟରେ ବେଧଡକ୍ ହେଉଥିଲା ଚୋରାଚାଲାଣ। ପରିବେଶ ଆଇନର ଖୋଲାଖୋଲି ଉଲ୍ଲଂଘନ। ବାଲି ଖାଦାନର ଅବଧି ସରିଯାଇଥିଲେ ବି ଉଠାହେଉଥିଲା ଟ୍ରକ୍ ଟ୍ରକ୍ ବାଲି। ଚୂପ୍ ବସିଥିଲେ ସରକାରୀ ଅଧିକାରୀ।
#Badasahi #SandMafia #sandsmuggling #GovtOfficers #RevenueMinister #Odisha #ArgusNews