#ନିରଞ୍ଜନଙ୍କ_ପରେ_କିଏ
#ଦିଲ୍ଲୀ_ଦରବାରରେ_କଂଗ୍ରେସ_ନେତାଙ୍କ_ଲବି
ପରବର୍ତ୍ତୀ କଂଗ୍ରେସ ମଙ୍ଗୁଆଳ କିଏ ହେବ ଏଥିପାଇଁ ଦିଲ୍ଲୀରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିବା ବେଳେ ଚଳିତ ସପ୍ତାହରେ କଂଗ୍ରେସକୁ ମିଳିପାରେ ନୂଆ ମୁଖିଆ। ଏହି ଦୌଡରେ କିନ୍ତୁ ସବୁଠୁ ଆଗରେ ରହିଛନ୍ତି କଂଗ୍ରେସ ର ଦୁଇ ବରିଷ୍ଠ ନେତା ଶରତ ପଟ୍ଟନାୟକ ଓ ଜୟଦେବ ଜେନା ଙ୍କ ନାମ
#Delhi #Congress #PCC #Odisha #ArgusNews