#କାହିଁକି_ଥଥ_ମମ_ହୋଇଗଲେ_ମନ୍ତ୍ରୀ_ତୁଷାରକାନ୍ତି ?
#ଉତ୍ତରଦାୟିତ୍ବକୁ_ନେଇ_ପ୍ରଶ୍ନ_ଆସିଲେ_କାହିଁକି_ମନ୍ତ୍ରୀଙ୍କ_ମୁହଁରେ_ ତୁଣ୍ଡି ?
କ୍ରାଇମବ୍ରାଞ୍ଚର ନିରବତା ଏବଂ ତଦନ୍ତକୁ ନେଇ ନବ ସମର୍ଥକଙ୍କ ସନ୍ଦେହ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ରାଇମବ୍ରାଞ୍ଚ ତଦନ୍ତକୁ ଆରମ୍ଭରୁ ପ୍ରଶ୍ନ କରି ଆସୁଛି ବିରୋଧୀ ବିଜେପି । ଏଭଳି ସମୟରେ ଗୃହରାଷ୍ଟ୍ରମନ୍ତ୍ରୀ ମୁହଁ ନଖୋଲିବା କ୍ରାଇମବ୍ରାଞ୍ଚକୁ କାଠଗଡାରେ ଛିଡା କରିଛି ।
#ArgusNews #NabaDas #DeathIssue #CrimeBranch #Minister #TusarkantiBehera #Odisha