#ରାଜ୍ୟରେ_କାହିଁକି_ଲାଗୁ_ହେଉ_ନାହିଁ_2006_ମଡେଲ୍_ପୋଲିସ୍_ଆକ୍ଟ ?
#୧୮୬୧_ଅଧିନିୟମକୁ_କାହିଁକି_କରାଯାଉନି_ସଂସୋଧନ ?
ମୋଶାହାରୀ କମିଟିର 49 ସୁପାରିସ ମଧ୍ୟରୁ ଓଡିଶାରେ କିଛି ବି କାର୍ଯ୍ୟକାରୀ ହେଲାନି। ଗୃହ ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟି ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ଓଡିଶା ପୋଲିସ୍ ପ୍ରତିଷ୍ଠାନରେ କୌଣସି ସଂସ୍କାର ଆଣିବାକୁ ଇଚ୍ଛା କରୁନି ।
#ModelPoliceAct #MosesHariCommittee #police #investigation #ArgusNews