ସୁବର୍ଣ୍ଣ ରେଖା ଜଳ ସେଚନ ପ୍ରକଳ୍ପ ଜାମ୍ଭିରା ଡ୍ୟାମ୍ ନିର୍ମାଣ କାର୍ଯ୍ୟ ୧୯୯୦ ମସିହାରେ ଆରମ୍ଭ ହେଲା। ଲକ୍ଷ୍ୟ ଥିଲା ଲୋକେ ରୋଜଗାର ପାଇବେ । ସରକାର ପ୍ରତିଶ୍ରୁତି ଦେଇଥିଲେ ଯେଉଁମାନେ ବିସ୍ଥାପିତ ସେମାନଙ୍କ ପରିବାରକୁ ଉଚିତ୍ ମୂଲ୍ୟ ତଥା ଶିକ୍ଷା, ସ୍ୱାସ୍ଥ୍ୟ ଓ ଘର ପାଇଁ ଭୂମି ଯୋଗାଇଦେବେ, କିନ୍ତୁ ବିସ୍ଥାପିତ ଲୋକଟି ନା ଆଜି ଯାଏଁ ଭୂମି ପାଇଲା ନା ସ୍ୱାସ୍ଥ୍ୟ ନା ଶିକ୍ଷା
#ArgusNews #Displaced #Villagers #Mayurbhanj #Odisha