#ସୁନ୍ଦରଗଡ_ଜିଲ୍ଲା_କେନ୍ଦ୍ରୀୟ_ସମବାୟ_ବ୍ୟାଙ୍କରେ_ବ୍ୟାପକ_ଅନିୟମିତତା
ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପୂର୍ବତନ ସମ୍ପାଦକ ଭବାନୀ ମାଝୀ ଓ ତତ୍କାଳୀନ ସିଇଓ ସୁରେଶ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟ ବୋର୍ଡ ମେମ୍ବରଙ୍କୁ ଅଡିଟ ରିପୋର୍ଟ ଝଟକା । ବ୍ୟାଙ୍କର ସ୍ପେଶାଲ ଅଡିଟରେ ପଦାକୁ ଆସିଲା 4 କୋଟି 56 ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା । ସମବାୟ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ହସ୍ତକ୍ଷେପ ଲୋଡିଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ । ଚାଷୀଙ୍କ ସହ ଖେଳ ଖେଳିଥିବା ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ଧରିଲା ଦାବି ।
#Sundargarh #CentralCooperativeBank #financial #KusumTete #farmers #ArgusNews