#ଚର୍ଚ୍ଚାରେ_ସ୍ୱାମୀ_ସ୍ତ୍ରୀଙ୍କ_ଛାଡପତ୍ର_ବିବାଦ
#ସ୍ତ୍ରୀ_କରୁଛନ୍ତି_ସମାଜ_ସେବା_ସ୍ୱାମୀ_କରୁଛନ୍ତି_ଫିଲ୍ମ
ଦିନକୁ ଦିନ ବର୍ଷା ଏବଂ ଅନୁଭବଙ୍କ ବିଚ୍ଛେଦ ବିବାଦ ବଢିବଢି ଚାଲିଛି । ଅନୁଭବ ଜାଗୃତିଙ୍କୁ ଭବିଷ୍ୟତରେ ବିବାହ କରିବେ କି ସେନେଇ ମଧ୍ୟ ସାମାଜିକ ଗଣାମାଧମରେ ଖୁବ ଚର୍ଚ୍ଚା ଚାଲିଛି ।
#ArgusNews #Actor #AnubhavMohanty #Barsha #Controversy #Odisha