#ୱାଇଫାଇ_ଜୋନ_ହେବ_କଟକ_ସହର
#କାର୍ଯ୍ୟକାରୀ_ହେବ_ପ୍ରଧାନମନ୍ତ୍ରୀଙ୍କ_ବଡ଼_ଭିଜନ
ଡିଜିଟାଲ କ୍ରାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଭିଜନ। ସୁଲଭ ମୂଲ୍ୟରେ ହାଇସ୍ପିଡ ଇଣ୍ଟରନେଟର ସୁବିଧା ପାଇବେ ସହରବାସୀ। ଦେଶରେ ଡିଜିଟାଲ କ୍ରାନ୍ତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ପିଏମ ୱାନି ଯୋଜନା।
#ArgusNews #WIFI #PMNarendraModi #Cuttack #Odisha