#ବଢିଲାଣି_ବଦନାମ_ଓ_ବିବାଦୀୟ_ମନ୍ତ୍ରୀଙ୍କ_ହାଟବିଟ୍
#ଯେ_କୌଣସି_ମୁହୁର୍ତ୍ତରେ_ବାଜିପାରେ_ମୋବାଇଲ_ଘଣ୍ଟି
ମନ୍ତ୍ରୀ ମଣ୍ଡଳରେ ହେବ ବଡ ଧରଣର ଅଦଳ ବଦଳ । ବିଦା ହେବେ 10 ରୁ ଉର୍ଦ୍ଧ୍ଵ ବଦନାମ ଓ ବିବାଦୀୟ ମନ୍ତ୍ରୀ। ଦକ୍ଷତା, ଆନୁଗତ୍ୟ ଏବଂ ଅଭିଜ୍ଞତା ଆଧାରରେ ଗଠନ ହେବ ନୂଆ ମନ୍ତ୍ରୀ ମଣ୍ଡଳ। ମନ୍ତ୍ରୀ ଶୂନ ଜିଲ୍ଲା କୁ ମିଳିପାରେ ମନ୍ତ୍ରୀ ପଦ ।
#Odisha #cabinet #changes #Ministry #NaveenPatnaik #Odisha #ArgusNews