#ବଦଳିବ_କି_ଭୁବନେଶ୍ଵର_ଏମ୍ସର_ନାମ ?
#ନେତାଜୀଙ୍କ_ନାଁକୁ_ନେଇ_ସୋସିଆଲ_ମିଡିଆରେ_ଟ୍ରେଣ୍ଡ
ବଦଳିବ କି ଭୁବନେଶ୍ଵର ଏମ୍ସର ନାମ? ଆଉ ଯଦି ବଦଳିବ ତେବେ କାହା ନାମରେ ହେବ । ତାକୁ ନେଇ ବର୍ତ୍ତମାନ କଳ୍ପନା ଜଳ୍ପନା ଲାଗି ରହିଛି । ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ନାମକୁ ନେଇ ଦାବି କରୁଛନ୍ତି ।
#Bhubaneswar #AIIMS #Name #Odisha #ArgusNews