କୋରାପୁଟ ମଣ୍ଡା ମଇଁଷିକୁ ଜାତୀୟ ମାନ୍ୟତା ମିଳିବା ପରେ ନାରାୟଣପାଟଣା ଛେଳିକୁ ଜାତୀୟ ମାନ୍ୟତା ମିଳିବା ନେଇ ଉଜ୍ଜିବିତ ହୋଇଛି ଆଶା। ୱାଟରସେଡ୍ ସପୋର୍ଟ ସର୍ଭିସ ଆଣ୍ଡ ଏକ୍ଟିଭିସ୍ ନେଟୱାର୍କର ୪ଜଣିଆ ବିଶେଷଜ୍ଞ ଟିମ୍ ନାରାୟଣ ପାଟଣାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଛେଳିର ଗୁଣବତ୍ତା, ଉତ୍କଟ ବିହନ, ପରିବେଶରେ ବଢୁଥିବା ଛେଳିର ବ୍ରିଡ, ଚାଲିଚଳଣିର ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି।
#Koraput #narayanpatna #GOAT #Breed #testing #Odisha #ArgusNews