#ମହିଳା_ସଶକ୍ତିକରଣର_ଉଡୁଛି_ବିଜୟ_ବୈଜୟନ୍ତି
#୧_ନମ୍ବର_ମୁଖ୍ୟମନ୍ତ୍ରୀ_ଓ_ଶ୍ରେଷ୍ଠ_ପ୍ରଶାସକଙ୍କ_ପାଖରେ_ଅଛି_ତ_ଖବର ?
ଏହା ୨୨ ବର୍ଷର ବିଜେଡି ସରକାରର ନାରା। ମାତ୍ର ଏହା କି ମାଆକୁ ସମ୍ମାନ ? ସରକାରୀ ତଥ୍ୟ କହୁଛି ରାଜ୍ୟର ୫,୫25 ଗାଁକୁ ନାହିଁ ସବୁ ଦିନିଆ ପକ୍କା ସଡ଼କ । ସଡ଼କ ପାଇଁ ହିଁ ଜନନୀ ଯନ୍ତ୍ରଣା ।
#RoadProblem #pregnentwomen #OdishaGovt #development #village #Womenempowerment #Odisha #ArgusNews