ମହିଳାଙ୍କ ଋତୁସ୍ରାବ ସମୟରେ ଛୁଟି ସୁନିଶ୍ଚିତ କରିବା ନେଇ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ପିଟିସନର ଶୁଣାଣୀ କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨୪ତାରିଖରେ ଏହାର ଶୁଣାଣୀ କରିବେ ସୁପ୍ରିମକୋର୍ଟ । ଏହି ଆବେଦନରେ ମହିଳା, ବାଳିକା ଛାତ୍ର ଏବଂ କାର୍ଯ୍ୟରତ ମହିଳାଙ୍କ ପାଇଁ ଋତୁସ୍ରାବ ସମ୍ବନ୍ଧୀୟ ଯନ୍ତ୍ରଣା ଛୁଟି ପାଇଁ ଦାବି କରାଯାଇଛି।
#ArgusNews #women #menstruation #demanded #leave #SupremeCourt #petition