ପ୍ରତିକୂଳ ସ୍ରୋତ ସହିତ ସଂଘର୍ଷ କରି ଅନ୍ୟ ପାଇଁ ପ୍ରେରଣା ପାଲଟିଥିବା ଏଭଳି ଜଣେ ନାରୀ ହେଉଛନ୍ତି ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ରହଣିଆ ପଂଚାୟତ ହାଜିପୁର ପଟାପୋଲ ଅଂଚଳର ସରସ୍ବତୀ ରାଉତ । ସରସ୍ବତୀ ନିଜର ଗହଣା ବନ୍ଧକ ଟଙ୍କାରେ ଆରମ୍ଭ କରିଥିବା ଗୃହ ଉଦ୍ୟୋଗ ଏବେ ମାସିକ ୫୦ ହଜାର ଟଙ୍କାର ରୋଜଗାର ଦେଉଛି । ସରସ୍ବତୀ ବିଗତ ୪ ବର୍ଷ ହେଲା ନିଜ ଘରେ ଆରମ୍ଭ କରିଛନ୍ତି ଆର୍ଯ୍ୟନ ଏଣ୍ଟରପ୍ରାଇଜର୍ସ ନାମରେ ଏକ ଉଦ୍ୟୋଗ ।
#ArgusNews #goodnews #womenentrepreneur #inspiration #business #bhadrak #Odisha