ଗୋଟେ ପଟେ ଗାଁ ଗାଁ ରେ ମଦ ଭାଟି ଅନ୍ୟପଟେ ସରକାର ବାଣ୍ଟୁଛନ୍ତି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ !
ଶିକ୍ଷା ସ୍ୱାସ୍ଥ୍ୟ ରୋଜଗାର ବଦଳରେ ଘରେ ଘରେ ମଦ ପହଞ୍ଚାଉଛନ୍ତି ରାଜ୍ୟ ସରକାର ! ମଦ ପାଇଁ ବର୍ବାଦ ଲକ୍ଷ ଲକ୍ଷ ପରିବାର ତଥାପି ରାଜସ୍ୱ ନିଶାରେ ମଦ ପ୍ରେମରେ ରାଜ୍ୟ ସରକାର ! ପ୍ରତିବାଦ କରି ରାଜରାସ୍ତା ରେ ମହିଳା
#Rourkela #WineShop #WomenProtest #BijuSmartSwasthyaCard #Odisha #ArgusNews