ମହିଳା ଭୋଟର ଢାଲ !
ପୁରୀ ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣର ନାରା ଦେଲେ ମୁଖ୍ୟମନ୍ତ୍ରୀ। ଏପଟେ ନାରୀ ନିର୍ଯାତନାରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ମାତୃ ମୃତ୍ୟୁହାର ଚିନ୍ତାଜନକ, ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା। ଭୁଷୁଡିବ କି ବିଜେଡିର ମହିଳା ଭୋଟ୍ ଦୁର୍ଗ।
#ArgusNews #womenvoters #bjd #womenempowerment #WomenProtection #puri #Odisha