#ବିସ୍ମୟ_ବାଳିକା_ପ୍ରଲିପ୍ତ
#ଅନର୍ଗଳ_ଇଂରାଜୀ_କହୁଥିଲା_ବେଳେ_ଜିଭ_ଆଗରେ_ଅଛି_ସାଧାରଣ_ଜ୍ଞାନ
ଅନର୍ଗଳ ଶ୍ଳୋକ ଗାଉଥିବା ଏହି ଛୋଟ ଝିଅଟିର ବୟସ ମାତ୍ର ୬ ବର୍ଷ। ଶ୍ଳୋକ , ଦେବ ବନ୍ଦନା ସହ ସାଧାରଣ ଜ୍ଞାନରେ ମଧ୍ୟ ଏହି ବାଳିକାର ଅଗାଧ ପାଣ୍ଡିତ୍ୟ।
#Sundargarh #rajgangpur #uniquegirl #mythology #generalknowledge #ArgusNews